ସାରା ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ମୁମ୍ବାଇର ଧୀରବାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଏବଂ ୟୁନିଭରସିଟି କଲେଜ ଲଣ୍ଡନ (UCL) ରୁ ମେଡିସିନରେ ସ୍ନାତକ ହାସଲ କରିଛନ୍ତି। ଗତ ବର୍ଷ ଶାହିଦ କପୁରଙ୍କ ସହ ତାଙ୍କର ବଲିଉଡ ଡେବ୍ୟୁ ହେବାର ଗୁଜବ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଙ୍କ ପ୍ରଶଂସକମାନେ ସାରା ତେନ୍ଦୁଲକରଙ୍କୁ ଜଣେ ଅଭିନେତ୍ରୀ ଭାବରେ ଦେଖିବାକୁ ବହୁତ ଆଗ୍ରହୀ।