Home » photogallery » sport » READ DETAILS OF GONZALO MONTIEL GIRLFRIEND KARINA NACUCCHIO LOVE STORY 2LPD 191222

କରୀନାଙ୍କ ପାଇଁ ଧକ୍କ ଧକ୍କ ହେଉଛି ଆର୍ଜେଣ୍ଟିନାର ଏହି ଚାମ୍ପିଅନଙ୍କ ହୃଦୟ; ଜାଣନ୍ତୁ ଖାସ୍ କଥା...

ସୁଟଆଉଟରେ ଆର୍ଜେଣ୍ଟିନା ପାଇଁ ଗୋଞ୍ଜାଲୋ ମଣ୍ଟିୟଲ ବିଜୟ ଲକ୍ଷ୍ୟ ସ୍କୋର କରିଥିଲେ, ଏହା ପରେ ସେ ଏହି ବିଜୟକୁ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ସେଲିବ୍ରେଟ୍ କରିଥିଲେ। ଏହି ସେଲିବ୍ରେଟ ପରେ ସମସ୍ତେ ଜାଣିବାକୁ ପାଇଲେ ଯେ ଗୋଞ୍ଜାଲୋଙ୍କ ହୃଦୟ ଆର୍ଜେଣ୍ଟିନା ବ୍ୟତୀତ ଗର୍ଲଫ୍ରେଣ୍ଡ କରୀନାଙ୍କ ପାଇଁ ମଧ୍ୟ ଧକ୍କ ଧକ୍କ ହେଉଛି। ତେବେ ଆସନ୍ତୁ ଜାଣିବା କରୀନାଙ୍କ ବିଷୟରେ...

  • |

തത്സമയ വാര്‍ത്തകള്‍