ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରିଓ ଓ ଲଣ୍ଡନ ଅଲିମ୍ପିକ୍ସରେ ବି ଏଲା ଶିଶକିନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସିଙ୍କ୍ରୋନାଇଜଡ୍ ସନ୍ତରଣର (synchronised swimming) ଅନ୍ୟତମ ମହାନ ଖେଳାଳି ଭାବେ ପରିଗଣିତ ଏଲା କହିଛନ୍ତି ଯେ ଯୌନ ସମ୍ପର୍କ (sexual relation) ଏକ ଶାରୀରିକ ବ୍ୟାୟାମ, ଆଉ ସେଇଥି ପାଇଁ ସେ ମ୍ୟାଚ୍ ପୂର୍ବରୁ ଯୌନ ସମ୍ପର୍କ ରଖିବା ଉପରେ ପ୍ରାଧାନ୍ୟ ଦିଅନ୍ତି ।