Home » photogallery » sport » NITA AMBANI SAID WPL WOMEN PREMIER LEAGUE INSPIRES MANY YOUNG GIRLS

ଦେଶର ଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ ମହିଳା ପ୍ରିମିୟର ଲିଗ: ନୀତା ଅମ୍ବାନୀ

Women’s Premier League: ମୁମ୍ବାଇ ଇଣ୍ଡିଆନ୍ସ ମାଲିକାଣୀ ନୀତା ଅମ୍ବାନୀ ଆଶା କରିଛନ୍ତି ଯେ ଡବ୍ଲୁପିଏଲ ଅଧିକ ମହିଳାଙ୍କୁ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବାରେ ସାହାଯ୍ୟ କରିବ। ସେ କହିଛନ୍ତି, ‘‘ମୁଁ ଆଶା କରୁଛି ଏହା ଦେଶର ଯୁବତୀମାନଙ୍କୁ କ୍ରୀଡା ସହ ଜଡିତ କରାଇବ, ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସେମାନଙ୍କୁ ନିଜ ହୃଦୟର କଥା ଶୁଣିବା ପାଇଁ ପ୍ରେରଣା ଯୋଗାଇବ।’’

  • |

തത്സമയ വാര്‍ത്തകള്‍