ଚେନ୍ନାଇ ସୁପର କିଙ୍ଗ୍ସର (Chennai Super Kings CSK) କ୍ୟାପଟେନ୍ ଏମ୍.ଏସ୍. ଧୋନି (MS Dhoni) ଆଇ.ପି.ଏଲ୍. ୨୦୨୧ର (IPL 2021) ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବେ ୟୁ.ଏ.ଇ.ରେ ଅଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜୀଭା ବି ଅଛନ୍ତି। ସୋସିଆଲ୍ ମିଡି଼ଆରେ ବହୁତ ସକ୍ରିୟ ଥିବା ସାକ୍ଷୀ ସେଠାରୁ ଏକ ହୋଟେଲର ଏକ ଫଟୋ ଶେୟାର୍ କରିଛନ୍ତି ।