Home » photogallery » sport » MS DHONI WIFE SAKSHI REMEMBERS HONEYMOON TIME IN UAE HOTEL ROOM 1AD 110921

MSD: ହୋଟେଲ ରୁମ୍ ଦେଖି ସାକ୍ଷୀ ଧୋନିଙ୍କୁ ହନିମୁନ୍ ପରି ଫିଲିଂ ଆସିଲା; ଲାଜରେ ମୁହଁ ଲାଲ୍ ହେଲା

MS Dhoni's wife Sakshi remembers honeymoon time in UAE hotel room | ଏମ୍.ଏସ୍. ଧୋନି ଓ ସାକ୍ଷୀ ୧୧ ବର୍ଷ ତଳେ – ୪ ଜୁଲାଇ ୨୦୧୦ରେ – ପରସ୍ପରର ହାତ ଧରିଥିଲେ । ଏବେ ୟୁ.ଏ.ଇ.ର ସେହି ହୋଟେଲରେ ପହଞ୍ଚି ରୁମ୍ ଭିତରେ ପ୍ରବେଶ କରିବା ପରେ ସାକ୍ଷୀଙ୍କୁ ନିଜ ହନିମୁନ୍ ମନେପଡ଼ିଥିଲା ।

  • |