Home » photogallery » sport » HOCKEY WORLD CUP 2023 SPAINS VICTORY IN THE FIRST CROSS OVER MATCH TV 4SRM 220123 SRM

Hockey World Cup 2023; ପ୍ରଥମ କ୍ରସ ଓଭର ମ୍ୟାଚରେ ସ୍ପେନର ବିଜୟ

ହକି ବିଶ୍ୱକପ 2023; ପ୍ରଥମ କ୍ରସ ଓଭର ମ୍ୟାଚରେ ସ୍ପେନର ବିଜୟ । ପେନାଲଟି ସୁଟ ଆଉଟରେ ମାଲେସିଆକୁ 4-3 ଗୋଲରେ ହରାଇଲା ସ୍ପେନ । ନିର୍ଦ୍ଧାରିତ 4ଟି କ୍ଵାଟରରେ ଗୋଲ ସ୍କୋର 2-2 ରେ ବରାବର ହେବା ପରେ ପେନାଲଟି ସୁଟଆଉଟରେ ମ୍ୟାଚ ଜିତିବା ସହ କ୍ଵାଟର ଫାଇନାଲରେ ପହଞ୍ଚିଛି ସ୍ପେନ । କ୍ଵାଟର ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ସ୍ପେନ ।

  • |

തത്സമയ വാര്‍ത്തകള്‍