Home » photogallery » sport » HOCKEY WORLD CUP 2023 INDIA SHINES IN BIRSAMUNDA RAURKELA 4SRM 130123

ବିର୍ସାମୁଣ୍ଡାରେ ଚମକିଲା ଭାରତ; ୨-୦ ଗୋଲ୍‌ରେ ସ୍ପେନକୁ ହରାଇଲା ଭାରତ

ବିର୍ସାମୁଣ୍ଡାରେ ଚମକିଲା ଭାରତ । ୨-୦ ଗୋଲ୍‌ରେ ସ୍ପେନକୁ ହରାଇ ମେନଇନ୍ ବ୍ଲୁର ବିଶ୍ୱକପ୍‌ ଅଭିଯାନ ଆରମ୍ଭ । ପ୍ରଥମ ଗୋଲ୍‌ ଦେଇ ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ଲେୟାର ଅଫ୍‌ ଦ ମ୍ୟାଚ । ଖେଳ ଦେଖିଲେ ନବୀନଙ୍କ ସହ ସିକିମ ମୁଖ୍ୟମନ୍ତ୍ରୀ ।

  • |

തത്സമയ വാര്‍ത്തകള്‍