Home » photogallery » sport » FATHER SON DUO IN INDIAN CRICKET

ଭାରତୀୟ କ୍ରିକେଟ ଜଗତରେ ବାପା-ପୁଅ ଯୋଡ଼ି; କିଏ ସଫଳ, ଆଉ କିଏ ବିଫଳ

ଭାରତରେ କ୍ରିକେଟ (Indian Cricket) ହେଉଛି ସମସ୍ତଙ୍କ ମନ ପସନ୍ଦ ଖେଳ। ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇବା ଆଉ ଦେଶ ପାଇଁ ଖେଳିବାର ସୁଯୋଗ ସବୁ କ୍ରିକେଟରଙ୍କ (Cricketer) ଭାଗ୍ୟରେ ନଥାଏ। ସବୁଠୁ ବଡ଼ କଥା ହେଉଛି, ଭାରତୀୟ କ୍ରିକେଟ ଦଳରେ ବାପ-ପୁଅ ସ୍ଥାନ ପାଇବା ଆହୁରି କଷ୍ଟକର ବ୍ୟାପାର। ଅନେକ ମହାନ କ୍ରିକେଟରଙ୍କ ସନ୍ତାନ, ବାପାଙ୍କ ପଥ ଅନୁସରଣ କରି କ୍ରିକେଟର ହେବା ସହ ଦେଶ ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ଆସନ୍ତୁ ନଜର ପକାଇବା ସେମିତି କିଛି ବାପ-ପୁଅ କ୍ରିକେଟରଙ୍କ ସମ୍ପର୍କରେ।

  • |

ସାମ୍ପ୍ରତିକ ଖବର