Home » photogallery » sport » CRISTIANO RONALDO REPLACES LIONEL MESSI AS HIGHEST EARNING FOOTBALLER IN WORLD NOW TOP 10 FORBES FOOTBALLERS LIST 2LPD 230921

ଫୁଟବଲ ଜଗତରେ ଅଧିକ ଆୟ କରୁଥିବା ନମ୍ବର ୧ ଖେଳାଳି ସାଜିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ଫୋର୍ବ୍ସ (Forbes) ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଫୁଟବଲର୍ ତାଲିକା ପ୍ରକାଶ କରିଛି। ୨୦୨୧ରେ ରୋଜଗାର ଦୃଷ୍ଟିରୁ କ୍ରିଷ୍ଟିଆନୋ ରୋନାଲ୍ଡୋ ଫେମସ ଫୁଟବଲ୍ ପ୍ଲେୟାର ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି । ଚଳିତ ବର୍ଷ ମେସିଙ୍କ ଅପେକ୍ଷା ରୋନାଲ୍ଡୋ ୧୧୧ କୋଟି ଅଧିକ ଆୟ କରିଛନ୍ତି । ବ୍ରାଜିଲର ତାରକା ଫୁଟବଲର୍ ନେମାର ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ।

  • |