ଅଭିଯୋଗ ଅନୁଯାୟୀ, ଯେତେବେଳେ ଅଭିଯୁକ୍ତମାନେ ସେଲଫି ନେବାକୁ ଜିଦ୍ଦି କରିଥିଲେ, ସେତେବେଳେ ପୃଥ୍ଵୀଙ୍କର ସାଙ୍ଗ ହୋଟେଲ ମ୍ୟାନେଜରଙ୍କୁ ଡାକିଥିଲେ। ଏହା ପରେ ମ୍ୟାନେଜର ଅଭିଯୁକ୍ତଙ୍କୁ ଯିବାକୁ କହିଥିଲେ। ଏହା ପରେ ଯେତେବେଳେ ପୃଥ୍ଵୀ ହୋଟେଲରୁ ବାହାରକୁ ଆସିଲେ, କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ସେପଟେ ପୃଥ୍ଵୀଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ।