Home » photogallery » sport » AUSTRALIAN LESBIAN CRICKETER MEGAN SHUTT PREGNANT1 1AD 110821

ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍ ମେଗାନ୍ ଶଟ୍ଟ୍ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ; ଏବେ ସେ ଗର୍ଭବତୀ

Megan Schutt Pregnancy Photoshoot: ଏବେ ବିଶ୍ୱ ମହିଳା କ୍ରିକେଟ୍ ଜଗତର ଶ୍ରେଷ୍ଠ ଦ୍ରୁତ ବୋଲରମାନଙ୍କ ମଧ୍ୟରେ ପରିଗଣିତ ମେଗାନ୍ ଶଟ୍ଟ୍ ଓ ଜେସ୍ ବିବାହ ପରେ ଶୀଘ୍ର ଏକ ସନ୍ତାନ ଜନ୍ମ କରିବାକୁ ଭାବିଥିଲେ । ହେଲେ ସମଲିଙ୍ଗୀ ହୋଇଥିବାରୁ ସେମାନଙ୍କ ପାଖରେ ସୀମିତ ବିକଳ୍ପ ଥିଲା ।

  • |