Home » photogallery » sport » AFTER DRINKING 10 PEGS IN THE NIGHT THE VINOD KAMBLI SCORED A CENTURY IN THE MORNING 2LPD 170223

ରାତିରେ ୧୦ ପେଗ ମଦ ପିଇ, ସକାଳେ ଶତକ ମାରିଥିଲେ ଏହି କ୍ରିକେଟର

କ୍ରିକେଟ ଜଗତର ଅଲରାଉଣ୍ଡର ସଚିନ ତେନ୍ଦୁଲକଙ୍କ ଫ୍ୟାନ୍ସ ଦେଶଠୁ ନେଇ ବିଦେଶରେ ଅଛନ୍ତି। କ୍ରିକେଟ ଜଗତର ଭଗବାନଙ୍କ ଆଖ୍ୟା ପାଇଥିବା ସଚିନ ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ହେଲେ ଆପଣ ଜଣିଛନ୍ତି କି ଟେଷ୍ଟ ସଂଖ୍ୟା ହାରାହାରି ଦୃଷ୍ଟିରୁ ସଚିନ ତେନ୍ଦୁଲକର ନିଜର ଭଲ ବନ୍ଧୁ ବିନୋଦ କାମ୍ବଲିଙ୍କ ପଛରେ ଅଛନ୍ତି ବୋଲି। ଯିଏ ଅନେକ ବିବାଦକୁ ନେଇ ଚର୍ଚ୍ଚାରେ ରହିସାରିଛନ୍ତି।

  • |

തത്സമയ വാര്‍ത്തകള്‍