Home » photogallery » odisha » YOUNG MAN SCHOOLGIRL COMMIT SUICIDE TOGETHER AT RAYAGADA 1AD 281221

ରାୟଗଡ଼ାରେ ବିବାହିତ ଯୁବକ ଓ ୧୪-ବର୍ଷୀୟା ଛାତ୍ରୀ ଯୁବକଙ୍କ ବେଡରୁମରେ ଏକ ସଙ୍ଗେ ଆତ୍ମହତ୍ୟା କଲେ

Rayagada Suicide: Married young man and his schoolgirl lover commit suicide together | ମୃତ ଯୁବକ ରାହୁଲଙ୍କ ସ୍ତ୍ରୀ ଓ କୁନି ପିଲା ତାଙ୍କ ସହ ତାଙ୍କ ଘରେ ରହୁ ନ ଥିଲେ । ମୃତା ଛାତ୍ରୀ ସ୍ୱାତୀ ସକାଳେ ଟ୍ୟୁସନ୍ ଯିବ ବୋଲି କହି ଘରୁ ବାହାରିଥିଲା, ହେଲେ ସେ ଟ୍ୟୁସନକୁ ଯାଇ ନ ଥିଲା । ସେ ନିଜ ମାଇଁଙ୍କୁ ଓ ଅନ୍ୟମାନଙ୍କୁ ଟା-ଟା କରି ଯାଇଥିଲା ।

  • |
)}