Home » photogallery » odisha » WOMAN ARRESTED IN TALCHER FOR STEALING RS 4 AND HALF FROM DOCTOR ACCOUNT 1AD 0708

ତାଳଚେର: ଡାକ୍ତରଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୪.୫ ଲକ୍ଷ ଟଙ୍କା ଗାଏବ କରି ଗିରଫ ହେଲେ ‘‘ଠକ ଯୁବତୀ’’

ଏହି ‘‘ଠକ ଯୁବତୀ’’ ନିଜକୁ କେତେବେଳେ ଅନୁଗୁଳର ଜଣେ ବଡ଼ ହୋଲସେଲର୍ ତ ଆଉ କେତେବେଳେ ଡ୍ରେସ୍ ଡିଜାଇନର ଓ ପୁଣି କେତେବେଳେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲୋକଙ୍କୁ ଠକୁଥିଲେ ବୋଲି ପୋଲିସ୍ କହିଛି ।

  • |