ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା
ଓଲିଉଡ୍ର ଷ୍ଟାର୍ ଦମ୍ପତି ବର୍ଷା ଓ ଅନୁଭବ ମହିଳା କମିଶନଙ୍କ ନିକଟରେ ହାଜର ହେଲେ
ମହିଳା କମିଶନଙ୍କ ନିକଟରେ ପହଞ୍ଚି ସାମନା ସାମନି ବସିଥିଲେ ଓଲିଉଡର ଏକଦା ଲୋକପ୍ରିୟ ଓ ହଟ୍ ଯୋଡ଼ି ମାତ୍ର ଏବେ ବିବାଦୀୟ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଓ ଅନୁଭବ ମହାନ୍ତି (Anubhav Mohanty) ।
1/ 14

ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଓ ଅନୁଭବ ମହାନ୍ତି ନିଜ ବୈବାହିକ ବିବାଦ ମାମଲାରେ ଶୁଣାଣି ପାଇଁ ମଙ୍ଗଳବାର ଦିନ ମହିଳା କମିଶନଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ।
3/ 14

ଅନୁଭବଙ୍କ ବିରୋଧରେ ବେଶ୍ କିଛି ଅଭିଯୋଗ ଦାଖଲ କରିଥିବା ବର୍ଷା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନ ଥିଲେ ।
9/ 14

ଉଭୟ ପତିପତ୍ନୀ ମହିଳା କମିଶନଙ୍କ ପ୍ରଶ୍ନର ଉତ୍ତର ଯଥାସାଧ୍ୟ ଦେଇଥିଲେ ବୋଲି କହିଛନ୍ତି ଅନୁଭବଙ୍କ ଜଣେ ସହଯୋଗୀ ।
10/ 14

ଏହି ମାସ ସୋସିଆଲ ମିଡ଼ିଆରେ ଭାରରାଲ ହୋଇଥିବା ଏକ ଭିଡିଓକୁ ନେଇ କଟକ ପୁରିଘାଟ ଥାନାରେ ଏକ ଏତାଲା ଦେଇଥିଲେ ବର୍ଷା ପ୍ରିୟଦର୍ଶନୀ ।
12/ 14

ସେହି ଭିଡିଓରେ ବର୍ଷା ଓ ଅନୁଭବଙ୍କ ଭିତରେ ଯୁକ୍ତିତର୍କ ଓ ଆକ୍ଷେପ-ପ୍ରତିଆକ୍ଷେପ ହେଉଥିବା ଦେଖିବାକୁ ମିଳିଥିଲା (Varsha Anubhav viral video) ।
13/ 14

‘‘ଲକ୍ଷେ ବର୍ଷା ଆସିଲେ ବି ମୋତେ ହରେଇ ପାରିବେନି’’ବୋଲି ଏହି ଭିଡିଓରେ କହୁଥିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍.ପି. ଅନୁଭବ ମହାନ୍ତି ।