Home » photogallery » odisha » TRUCK RUNS OVER WEDDING PROCESSION 3 KILLED IN MALKANGIRI 1AD 241121

ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ୩ ଜଣଙ୍କ ପ୍ରାଣ ଗଲା

Truck runs over wedding procession 3 killed in Malkangiri | ବାହାଘର ଖୁସିରେ ରାସ୍ତା ଉପରେ ବ୍ୟାଣ୍ଡ୍ ବାଜାର ତାଳେ ତାଳେ ନାଚୁଥିବା ଲୋକମାନଙ୍କ ଉପରେ ଚଢ଼ିଯାଇଥିଲା ଟ୍ରକ୍ । ଖୁସିର ମୁହୂର୍ତ୍ତ ସବୁ ହଠାତ୍ ଦୁଃଖର ନଦୀରେ ବହିଯାଇଥିଲା ।

  • |

തത്സമയ വാര്‍ത്തകള്‍