Big Breaking: ସନ୍ଧ୍ୟାର ତାଜା ଖବର ଜାଣନ୍ତୁ। ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ। ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ। ୧୯୮୯ ବ୍ୟାଚ୍ର IAS ଅଫିସର ପ୍ରଦୀପ ଜେନା ମାର୍ଚ୍ଚ ୧ରୁ ଏହି ଦାୟିତ୍ବ ଗ୍ରହଣ କରିବେ। ଫେବ୍ରୁଆରି ୨୮ରେ ଅବସର ନେବେ ସୁରେଶ ମହାପାତ୍ର। ସୁରେଶ ମହାପାତ୍ର ହେଲେ OERCର ନୂଆ ଅଧ୍ୟକ୍ଷ। ଶକ୍ତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ୨୦୨୨ ଜାନୁଆରୀ ୧୬ରୁ ଖାଲି ପଡ଼ିଥିଲା ଏହି ପଦବୀ। ୨୮ରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେବେ ସୁରେଶ ମହାପାତ୍ର। ନୂଆ ଉନ୍ନୟନ କମିଶନର ହେଲେ ଅନୁ ଗର୍ଗ। ଜଳ ସମ୍ପଦ ବିଭାଗର ACS ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ସେ। ଯୋଜନା ଓ ସଂଯୋଜନ ବିଭାଗର। ଛତିଶଗଡ଼ରେ IED ବିସ୍ଫୋରଣ, ଜଣେ ଯବାନ ସହିଦ। କମ୍ବିଂ ବେଳେ ନକ୍ସଲଙ୍କ ଦ୍ବାରା ବିଛାଯାଇଥିଲା IED। କାଲି ସୁକୁମାରେ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ମନ୍ କି ବାତରେ କମଳାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା କହିଲେ PM। ଅଦରକାରୀ ପଲିଥିନ୍କୁ ବ୍ୟବହାରଯୋଗ୍ୟ କରିଛନ୍ତି କମଳା। ‘କ୍ଷୀର ଓ ଅନ୍ୟ ପଲିଥିନ୍ ପ୍ୟାକେଟର ତିଆରି କରୁଛନ୍ତି ଝୁଡ଼ି। ଡଙ୍ଗାବୁଡ଼ି ୪୦ ମୃତ। ଦକ୍ଷିଣ ଇଟାଲୀର କ୍ରୋଟୋନ ନିକଟରେ ବୁଡ଼ିଲା ଡଙ୍ଗା। ଜଣେ ଶିଶୁ ସମେତ ୪୦ରୁ ଅଧିକ ମୃତ। ମହିଳା କ୍ରିକେଟ ବିଶ୍ବକପ୍ ଫାଇନାଲ। କେପ୍ଟାଉନରେ ମହିଳା ଟି-୨୦ ବିଶ୍ବକପ୍ ଫାଇନାଲ। ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଫାଇନାଲ ଫାଇଟ୍ tonight big breaking 26 Februaryଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ର ବ୍ୟାଟିଂ ଜାରି।