ଯୋଗ ଓ ସ୍ୱାସ୍ଥ୍ୟ: ଏହି ପ୍ରସିଦ୍ଧ ‘Nude Yoga Girl’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି
ଯୋଗ ଜୀବନକୁ ସହଜ କରିଥାଏ । ବିଦେଶରେ ବି ଅନେକ ଲୋକ ଯୋଗାଭ୍ୟାସ କରନ୍ତି । ‘ନଗ୍ନ ଯୋଗ ନାରୀ’ (Nude Yoga Girl) ନାଆଁରେ ପ୍ରସିଦ୍ଧ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ବିଭିନ୍ନ ମୁଦ୍ରାର ଫଟୋ ସବୁ ଖୁବ୍ ଆଦୃତ ହୋଇଛି । (Nude Yoga Girl pictures)

‘ନଗ୍ନ ଯୋଗ ନାରୀ’ (Nude Yoga Girl) ନାଆଁରେ ପ୍ରସିଦ୍ଧ ଏହି ଯୁବତାଙ୍କର ବିଭିନ୍ନ ଯୋଗ ମୁଦ୍ରାର ଏମିତି ଚିତ୍ତାକର୍ଷକ ଫଟୋ ସବୁ ଇନଷ୍ଟାଗ୍ରାମରେ ଆସିଛି । ଫଟୋଗୁଡ଼ିକ ଖୁବ୍ ଆଦୃତ ହୋଇଛି ।

ସମ୍ପୂର୍ଣ୍ଣ ନଗ୍ନ ହୋଇ ଯୋଗ କରୁଥିବା ଏହି ମହିଳା ଜଣେ ପୂର୍ବତନ ମଡେଲ୍ । ତାଙ୍କ ବୟସ ୨୬ ବର୍ଷ । ସେ ନିଜର ଚମତ୍କାର ଯୋଗ ପୋଜ୍ ଦ୍ୱାରା ଅନେକଙ୍କୁ ପ୍ରେରଣା ଦେଇଆସୁଛନ୍ତି । (Nude Yoga Girl)

ଇନଷ୍ଟାଗ୍ରାମରେ ଏହି ନଗ୍ନ ଯୋଗ ନାରୀଙ୍କ ବିଭିନ୍ନ ଯୋଗ ମୁଦ୍ରାର କେତେକ ଚିତ୍ତାକର୍ଷକ ଫଟୋ ରହିଛି । ହେଲେ ସେ ଅଜ୍ଞାତ ରହିବାକୁ ପସନ୍ଦ କରନ୍ତି ।

ଏହି ଯୁବତୀ ‘ ନ୍ୟୁଡ୍ ଯୋଗ ଗାର୍ଲ’ ନାମରେ ଇନଷ୍ଟାଗ୍ରାମରେ ପ୍ରସିଦ୍ଧ । ନଗ୍ନ ହୋଇ ଯୋଗ କରିବା ସମୟରେ ସେ ନିଜର ଫଟୋ ଉଠାନ୍ତି ଓ ତାକୁ ସେୟାର କରନ୍ତି ।

ଇନଷ୍ଟାଗ୍ରାମରେ ଏହି ନଗ୍ନ ଯୋଗ ନାରୀଙ୍କର (Nude Yoga Girl) ୧୨ ଲକ୍ଷ ଫଲୋଅର୍ ଅଛନ୍ତି । ଲୋକମାନେ ତାଙ୍କର ଯୋଗ ମୁଦ୍ରାଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି ।

ଏହି ‘ନଗ୍ନ ଯୋଗ ନାରୀ’ (Nude Yoga Girl) ପ୍ରକୃତିର ସାନ୍ନିଧ୍ୟରେ ଯୋଗ କରିବାକୁ ପସନ୍ଦ କରନ୍ତି । ଯୋଗ ତାଙ୍କ ଜୀବନକୁ ସରଳ ଓ ସାବଲୀଳ କରିଛି ବୋଲି ସେ ଥରେ ଏକ ସାକ୍ଷାତକାରରେ କହିଥିଲେ ।