ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରତିଟି ଶୈବପୀଠ । ଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଭକ୍ତ ଜାଳୁଛନ୍ତି ଦୀପାଳି, ରାତି ୧୦ଟାରେ ମହାଦୀପ ଉଠିବା କାର୍ଯ୍ୟକ୍ରମ । ଶୈବପୀଠ ଧବଳେଶ୍ୱର, ଆରଡି ଓ କପିଳାସରେ ପ୍ରବଳ ଉଲ୍ଲାସ । କୋଏମ୍ବାଟୁର ଈଶା ଫାଉଣ୍ଡେସନ ଜାଗର ଯାତ୍ରାରେ ସାମିଲ ହେଲେ ରାଷ୍ଟ୍ରପତି ।