ଜିଲ୍ଲାପାଳଙ୍କୁ ବାହା ହେବେ ଜିଲ୍ଲାପାଳ । ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ IAS । ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗିର ଜିଲ୍ଲାପାଳ । ଅନନ୍ୟା ଦାସଙ୍କ ସହ ହେବ ଚଞ୍ଚଳ ରାଣାଙ୍କ ବାହାଘର । ଯୁଦ୍ଧରେ ଟର୍ଣ୍ଣିଂ ପଏଣ୍ଟ ! ଆମେରିକା ରାଷ୍ଟ୍ରପତିଙ୍କ ସରପ୍ରାଇଜ୍ ୟୁକ୍ରେନ୍ ଭିଜିଟ୍ କେନ୍ଦ୍ରାପଡ଼ା ସଦର ଥାନା ବସ୍ପୁର ବାଲିଘାଟରେ ହାଇୱା ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ବାଲିଘାଟରେ ଥିବା ବାଲି ମାଫିଆଙ୍କ ଅସ୍ଥାୟୀ ଘରକୁ ଜାଳିଦେଇଥିବା ଜଣାଯାଇଛି। ଏକନାଥ ସିନ୍ଦେ ଗୋଷ୍ଠୀକୁ ମୂଳ ଶିବସେନା ଦଳର ମାନ୍ୟତା ଓ ଧନୁ-ତୀର ଚିହ୍ନ ପ୍ରଦାନ କରିବା ପରେ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ ଠାକରେ ଗୋଷ୍ଠୀ । ନିର୍ବାଚନ କମିଶନଙ୍କ ଫେବ୍ରୁଆରି ୧୭ ନିର୍ଦ୍ଦେଶନାମାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛି ଉଦ୍ଧବ ଠାକରେ ଗୋଷ୍ଠୀ । ତ୍ରିପୁରା ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ କାର ଦୁର୍ଘଟଣା ହୋଇଛି । ଏଥିରେ ରକ୍ଷା ପାଇଯାଇଛନ୍ତି ବିପ୍ଲବ ଦେବ ।