ଭୁବନେଶ୍ୱର ସଫ୍ଟୱେର ଇଞ୍ଜିନିଅର ଶ୍ଵେତା ଆତ୍ମହତ୍ୟା ଘଟଣାପୁରୁଷ ବନ୍ଧୁ ସୌମ୍ୟଜିତ ଙ୍କୁ ଉଠେଇ ଆଣିଲା ପୋଲିସଭୁବନେଶ୍ୱର ସଫ୍ଟୱେର ଇଞ୍ଜିନୟର ଶ୍ଵେତା ଆତ୍ମହତ୍ୟା ଘଟଣା । ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଉଠେଇ ଆଣିଲା ପୋଲିସ । ସମ୍ବଲପୁର ଘରୁ ସୌମ୍ୟଜିତଙ୍କୁ ଉଠେଇଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ତ୍ରିପୁରାର 60 ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି..ସକାଳ ୭ତୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା ପାନାମାର ପଶ୍ଚିମ ଭାଗରେ ଏକ ବସ୍ ଖସିପଡିଥିବା ବେଳେ ଅତି କମରେ ୩୯ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିଲେ। ତେବେ ବସ୍ରେ ଥିବା ଯାତ୍ରୀମାନେ କେଉଁ ଦେଶର ନାଗରିକ ବୋଲି ଅଧିକାରୀମାନେ ଏପର୍ଯ୍ୟନ୍ତ କହି ନାହାଁନ୍ତି। ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡ଼ିଆ ରେଞ୍ଜ ଅଞ୍ଚଳରେ ଲଗାଥିବା ନିଆଁ ଏପର୍ଯ୍ୟନ୍ତ ଆୟତକୁ ଆସିିନି । ଅନନ୍ତପୁର ବିଟ୍ ଅଞ୍ଚଳର ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣ୍ଡି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଂଚଳରେ ବ୍ୟାପକ ଭାବେ ନିଆଁ ଲାଗିଛି ।