ଚୌଦ୍ବାର ଜେଲ୍ରେ ୩ ନମ୍ବର ସେଲ୍ରେ ରହିଲେ ନବ ଦାସ ହତ୍ୟାକାରୀ ଗୋପାଳ ଦାସ । ୩ ନମ୍ବର ସେଲ୍ରେ ପୂର୍ବରୁ ରହୁଥିଲେ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି । ଗୋପାଳଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୋପରେ ତୈଳ ସନ୍ଧାନ । ଆଜିଠୁ ଆରମ୍ଭ ହେବ ଖନନ । ୨୦୨୦ରେ ଅଏଲ ଇଣ୍ଡିଆ ପକ୍ଷରୁ ସେସମିକ ସର୍ଭେ ପରେ ଗୋପ ବ୍ଲକର କୁସୁପୁର ଓ ଚିତ୍ରା ମୌଜାରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ମଙ୍ଗଳବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ନଜାଫଗଡର ମିତ୍ରନ୍ ଗାଁର ବାସିନ୍ଦା ସାହିଲ ଗେହଲୋତଙ୍କୁ ପୋଲିସ ଗିରଫ କରିଛି। ସାହିଲ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରି ତାଙ୍କ ଶବକୁ ଢ଼ାବା ରେଫ୍ରିଜରେଟରରେ ଲୁଚାଇ ରଖିଥିବାର ଅଭିଯୋଗ ହୋଇଛି। ତୁର୍କି ଓ ସିରିୟା ଭୂକମ୍ପର ଭୟାନକ ସ୍ଥିତି । ୩୫ ହଜାର ମୃତ, ୫୩ ଲକ୍ଷ ବେସାହାରା ।