୨୦୧୯ ସାଧାରଣ ନିର୍ବାଚନରେ ଜିତିବା ପରେ ବଙ୍ଗଳୀ ସିନେମା ଅଭିନେତ୍ରୀ ନୁସରତ୍ ଜହାଁ (Nusrat Jahan) ବ୍ୟବସାୟୀ ନିଖିଲ ଜୈନଙ୍କୁ (Nikhil Jain) ବିବାହ କରିଥିଲେ । ସଂସଦରେ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ନ ରହି ସେ ନିଖିଲଙ୍କୁ ବାହା ହେବାକୁ ତୁର୍କୀ (Turkey) ଚାଲିଯାଇଥିଲେ । ଏବେ କିନ୍ତୁ ନୁସରତ୍ କହୁଛନ୍ତି ଯେ ତାଙ୍କର ସେଇଟା ବାହାଘର ନ ଥିଲା । (ଫଟୋ: nusratchirps/Instagram)