Home » photogallery » odisha » TMC MP NUSRAT JAHAN PREGNANT SAYS SHE IS NOT MARRIED TO NIKHIL JAIN 1AD 090621

TMCର ଗର୍ଭବତୀ MP ନୁସରତ୍ ଜହାଁ କହିଲେ ସ୍ୱାମୀ ନିଖିଲ୍ ଜୈନଙ୍କ ସହ ତାହା ତାଙ୍କର ‘‘ବିବାହ ନ ଥିଲା’’

TMC MP Nusrat Jahan Pregnant, Says She's Not Married to Nikhil Jain | ସ୍ୱାମୀ ନିଖିଲ୍ ଜୈନଙ୍କ ଠାରୁ ବର୍ଷେରୁ ଅଧିକ ସମୟ ଧରି ଅଲଗା ରହୁଥିବା ନୁସରତ ଜହାଁ ଏବେ ଛଅ ମାସର ଗର୍ଭବତୀ । ନିଖିଲ କହିଛନ୍ତି ସେ ନୁସରତଙ୍କ ପିଲାର ବାପା ନୁହନ୍ତି । ନୁସରତ ପିଲାର ବାପା କିଏ ତାହା କହି ନ ଥିଲେ ବି କିଛି ସୁରାଗ ମିଳିଛି ।

  • |