ଖୋଲୁଛି ନବଙ୍କ ହତ୍ୟାକାଣ୍ଡର କାରଣ । ଉପ ନିର୍ବାଚନ ବେଳେ ଗାଡ଼ି ଅଟକାଇବା ନେଇ ନବଙ୍କ ସହ ହୋଇଥିଲା ଶତ୍ରୁତା । ପ୍ରତିଶୋଧ ନେବାକୁ ଗୋପାଳ ରଚିଥିଲେ ମର୍ଡର ପ୍ଲାନ୍ । ତ୍ରିପୁରା ବିଧାନସଭା ପାଇଁ ସରିଲା ଭୋଟ । ଇଭିଏମରେ ସିଲ୍ ହେଲା 259 ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ । ସତ୍ତାଧାରୀ ବିଜେପି ପୁଣି ଥରେ କ୍ଷମତାକୁ ଫେରିବାକୁ ଆଶା ରଖିଛି । ଅନ୍ୟପକ୍ଷରେ କଂଗ୍ରେସ ସାହାରାରେ ସରକାର ଗଢ଼ିବାକୁ ଯୋଜନା କରିଛି ସିପିଏମ୍ । ଚୌଦ୍ବାର ଜେଲ୍ରେ ସେଲିବ୍ରେଟି ସାଜିଛନ୍ତି ଗୋପାଳ । ଦେଖିବାକୁ ଅନ୍ତେବାସୀ ଲଗାଉଛନ୍ତି ଭିଡ଼ । 2 ଦିନ ପରେ ବି ବଦଳିନି ଗୋପାଳଙ୍କ ସ୍ବଭାବ । ଭୋକିଲା ପାକିସ୍ତାନର ପେଟ ଖାଲି । ଅର୍ଥାଭାବ ସାଙ୍ଗକୁ ଖାଦ୍ୟାଭାବ ପାକିସ୍ତାନବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଏହାରି ଭିତରେ ପାକିସ୍ତାନ ସରକାର କରିଛନ୍ତି ମହଙ୍ଗା ମାଡ଼ । ଗୋଟିଏ ଦିନରେ ୨୨ ଟଙ୍କା ଉପରେ ବଢ଼ିଛି ତୈଳ ଦର ।