ଲୋୟର ପିଏମଜିରେ ବିଜେଡି ମହିଳା ମୋର୍ଚ୍ଚାର ପ୍ରତିବାଦ । ପ୍ରତିବାଦରେ ସାମିଲ ହୋଇଛନ୍ତି ବହୁ ସଂଖ୍ୟାରେ ବିଜେଡି ମହିଳା କର୍ମୀ ସାମିଲ ହୋଇଛନ୍ତି । ଜୟନାରାୟଣଙ୍କ ଗିରଫ ଦାବି କରିଛନ୍ତି ବିଜେଡି ମହିଳା କର୍ମୀ । ବିଜେଡି ମହିଳା ମୋର୍ଚ୍ଚାର ପ୍ରତିବାଦ ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣା । ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡୁଆ ।