Home » photogallery » odisha » TEN YEAR OLD ENMITY BETWEEN FAMILIES LED TO BALANGIR MURDERS OF SIX OF FAMILY 1AD 1811

ବଲାଙ୍ଗିର ଗଣହତ୍ୟା: ୧୦ ବର୍ଷର ଶତ୍ରୁତାରୁ ହୋଇଥିଲା ୬ ଜଣଙ୍କ ହତ୍ୟା; ମାସେ ତଳେ ପ୍ଲାନ୍ ହୋଇଥିଲା; ୭ ଗିରଫ

ମୃତ ବୁଲୁ ଜାନି ଓ ତାଙ୍କ ପତ୍ନୀଙ୍କ ଚାରି ଜଣ ନାବାଳକ ପିଲା ବଡ଼ ହୋଇ ପ୍ରତିଶୋଧ ନେବାର ସମ୍ଭାବନା ଥିବାରୁ ସେମାନଙ୍କୁ ବି ହତ୍ୟା କରାଯାଇଥିଲା ବୋଲି ପୋଲିସକୁ କହିଛନ୍ତି ହତ୍ୟାକାରୀମାନେ । ସାତ ଜଣ ଗିରଫ ହୋଇଛନ୍ତି ଓ ଦୁଇ ଜଣ ଫେରାର ଅଛନ୍ତି ।

  • |

തത്സമയ വാര്‍ത്തകള്‍