Home » photogallery » odisha » STRANGE BABY WITH 2 HEADS 3 ARMS BORN IN KENDRAPADA 1AD 120421

କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ତା’ର ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ଓ ୪ଟି କାନ ଅଛି

ଶିଶୁ କନ୍ୟାଟିର ଗୋଡ଼ ପାଖରୁ ଛାତି ପର୍ଯ୍ୟନ୍ତ ସ୍ବାଭାବିକ ରହିଛି, ହେଲେ ତା’ ଉପରକୁ ତିନୋଟି ହାତ ଅଛି ଓ ବେକ ଅଲଗା ଅଲଗା ଥାଇ ଦୁଇଟି ମୁଣ୍ଡ ଅଛି । ଦୁଇଟା ମୁହଁରେ ଚାରିଟି ଆଖି ଓ ଚାରିଟି କାନ ଅଛି ।

  • |