ଆଜିର ସୂର୍ଯ୍ୟ ପରାଗ ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ । ସେଇଥି ପାଇଁ ବିଶ୍ୱର ଅନେକ ସ୍ଥାନରେ ଦିନଟି ଅନ୍ଧାରିଆ ରହିବ, ହେଲେ ଏହି ସୂର୍ଯ୍ୟପରାଗ ଭାରତରେ ଆଂଶିକ ରହିବ। ପୌରାଣିକ ବିଶ୍ୱାସ ଅନୁଯାୟୀ ସୂର୍ଯ୍ୟ ପରାଗ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଓ ମନ୍ତ୍ର ଜପ କରିବା ଦ୍ୱାରା ଅପାର ଶକ୍ତି ମିଳେ ଓ ଦୁଃଖ ଦୂର ହୁଏ (Solar Eclipse 2021 Chant These Mantras) । ଏହି ସୂର୍ଯ୍ୟ ପରାଗ ମଧ୍ୟାନ୍ନ ୧:୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ରହିବ । ଏହା ଉତ୍ତର କାନାଡ଼ା, ଗ୍ରୀନଲ୍ୟାଣ୍ଡ ଓ ରୁଷିଆରେ ଦୃଶ୍ୟମାନ ହେବ । ଶୁଭ ଫଳାଫଳ ପାଇବା ପାଇଁ ସୂର୍ଯ୍ୟ ପରାଗ ଦିନ କେଉଁ ଚାରିଟି ମନ୍ତ୍ର ଜପ କରାଯାଏ ଜାଣନ୍ତୁ । (ପ୍ରତୀକାତ୍ମକ ଛବି: ଏ.ପି.)
ଚତୁର୍ଥ ମନ୍ତ୍ର: ବିଧୁନ୍ତୁଦ ନମସ୍ତୁଭ୍ୟଂ ସିଂହିକାନନ୍ଦନାଚ୍ୟୁତ । ଦାନେନାନେନ ନାଗସ୍ୟ ରକ୍ଷ ମାଂ ବେଧଜାଦ୍ଭୃୟାତ୍ । (Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଉପରେ ଆଧାରିତ । News18 Odia Digital ଏହାର ନିଶ୍ଚିତତା ଦାବି କରେ ନାହିଁ । ଏ ସବୁ ସୂଚନା କାର୍ଯ୍ୟକାରୀ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।)