Home » photogallery » odisha » SEX RACKET BUSTED IN CUTTACK 2 WOMEN RESCUED 1 CUSTOMER ARRESTED 1AD 1911

କଟକରେ ସେକ୍ସ ରାକେଟ ଠାବ; ଦୁଇ ଯୁବତୀ ଅସଞ୍ଜତ ଅବସ୍ଥାରେ ଉଦ୍ଧାର; ଜଣେ ଗ୍ରାହକ ଗିରଫ

ମଧୁପାଟଣାର ଦୁଲାଦେଇ ରୋଡ଼ରେ ଥିବା ଏକ ଘରେ ଗତ କିଛି ଦିନ ହେଲା ଦେହ ବ୍ୟବସାୟ ଚାଲିଥିଲା । ଉଦ୍ଧାର ହୋଇଥିବା ଦୁଇ ଜଣ ଯୁବତୀଙ୍କ ମଧରୁ ଜଣେ ଖସି ଆସି ବାହାରେ ସ୍ଥାନୀୟ ଲୋକଙ୍କୁ ଦେହ ବ୍ୟବସାୟ ବିଷୟରେ ଜଣାଇଥିଲେ ।

  • |