ପ୍ରଥମ ପର୍ଯ୍ୟାୟରେ ଜେନେରିକ ମେଡ଼ିସିନ୍ ପ୍ରସ୍ତୁତି ଦିଗରେ କାମ ଆରମ୍ଭ କରିଛନ୍ତି ବୋଲି ନିଜ ବିବାହ ଅବସରରେ ଶେଷ ଘୋଷଣା କରିଥିଲେ। ପରେ କ୍ୟାନସର ଭଲି ରୋଗର ମେଡ଼ିସିନ୍ ପାଇଁ ମଧ୍ୟ ଲକ୍ଷ୍ଯ ରଖିଛନ୍ତି କିଶାନ। ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ସୁବିଧାରେ ସହଜରେ ଭଲ ମେଡ଼ିସିନ୍ ଯୋଗାଇ ସୁସ୍ଥ କରିବା ଉଦ୍ଦେଶ୍ୟରେ ଶେଷ କିଶାନ କାମ କରୁଥିବା କହିଛନ୍ତି।