Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
  • ଭାରତ-ଚୀନ
Just in
ଏଶା ଗୁପ୍ତା ନିଜ ବୋଲ୍ଡ ଫଟୋ ଦ୍ୱାରା ସୋସିଆଲ୍ ମିଡି଼ଆକୁ ଗରମ କରିଦେଲେ; ଦେଖନ୍ତୁ PHOTOଭାରତ ବନ୍ଦ: ରାଜ୍ୟରେ ଗୋଟିଏ ଦିନରେ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ଠପ୍ ହେଲା
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

ସୁବର୍ଣ୍ଣପୁର: ରାସ୍ତା କଡ଼ରେ ଥିବା ଟେଲିଫୋନ ମରାମତି ଗାଡ଼ିରେ କାର୍ ଧକ୍କା ଦେଲା; ୧ ମୃତ, ୧ ଆହତ

ଭୁବନେଶ୍ବରରୁ ବାହାରି ଏକ କାରରେ ବଲାଙ୍ଗିରକୁ ଯାଉଥିଲେ ଦୁଇ ବନ୍ଧୁ । ଦୃତ ଗତିରେ ଗାଡ଼ି ଚାଳନା ଯୋଗୁଁ ଘଟିଗଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରରେ ଥିବା ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଲା । ତାଙ୍କ ସାଥୀ ଏବେ ଚିକିତ୍ସାଧୀନ ଅଛନ୍ତି ।

News18 Odia | News18 Odia | November 4, 2020, 11:44 PM IST
1/ 7
 ସୁବର୍ଣ୍ଣପୁର ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଅର୍ଜୁନପୁର ଛକ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଅର୍ଜୁନପୁର ଛକ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ।

2/ 7
 ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟେଲିଫୋନ ମରାମତି ପାଇଁ ବ୍ୟବହାର ହେଉଥିବା ଗାଡ଼ିରେ ଏକ କାର୍ ଦୃତ ଗତିରେ ଆସି ଧକ୍କା ଦେଇଥିଲା ।

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟେଲିଫୋନ ମରାମତି ପାଇଁ ବ୍ୟବହାର ହେଉଥିବା ଗାଡ଼ିରେ ଏକ କାର୍ ଦୃତ ଗତିରେ ଆସି ଧକ୍କା ଦେଇଥିଲା ।

3/ 7
 କାରରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ୨୨ ବର୍ଷୀୟ ଶୁଭ୍ରାଂଶୁ ଯୋଷୀ ।

କାରରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ୨୨ ବର୍ଷୀୟ ଶୁଭ୍ରାଂଶୁ ଯୋଷୀ ।

4/ 7
 ଆହତ ଯୁବକ ଜଣଙ୍କ ଘର ସମ୍ବଲପୁରରେ । ତାଙ୍କ ନାଁ ବିକାଶ ରାୟ ବୋଲି ଜଣାପଡ଼ିଛି । ସୁଭ୍ରାଂଶୁ ଓ ବିକାଶ ମଙ୍ଗଳବାର ରାତିରେ ଏକ କାର ଯୋଗେ ଭୁବନେଶ୍ବରରୁ ବାହାରି ବଲାଙ୍ଗିରକୁ ଯାଉଥିଲେ ।

ଆହତ ଯୁବକ ଜଣଙ୍କ ଘର ସମ୍ବଲପୁରରେ । ତାଙ୍କ ନାଁ ବିକାଶ ରାୟ ବୋଲି ଜଣାପଡ଼ିଛି । ସୁଭ୍ରାଂଶୁ ଓ ବିକାଶ ମଙ୍ଗଳବାର ରାତିରେ ଏକ କାର ଯୋଗେ ଭୁବନେଶ୍ବରରୁ ବାହାରି ବଲାଙ୍ଗିରକୁ ଯାଉଥିଲେ ।

5/ 7
 ବୁଧବାର ଭୋର୍ ତାଙ୍କ କାରଟି ଭାରସାମ୍ୟ ହରାଇ ଟେଲିଫୋନ ମରାମତି ପାଇଁ ରାସ୍ତା କଡ଼ରେ ଛିଡା ହୋଇଥିବା ଗାଡି ସହିତ ଜୋରରେ ଧକ୍କା ଦେଇଥିଲା ।

ବୁଧବାର ଭୋର୍ ତାଙ୍କ କାରଟି ଭାରସାମ୍ୟ ହରାଇ ଟେଲିଫୋନ ମରାମତି ପାଇଁ ରାସ୍ତା କଡ଼ରେ ଛିଡା ହୋଇଥିବା ଗାଡି ସହିତ ଜୋରରେ ଧକ୍କା ଦେଇଥିଲା ।

6/ 7
 ଗାଡ଼ିରେ ବସିଥିବା ଦୁଇ ଜଣଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଥିଲା ।

ଗାଡ଼ିରେ ବସିଥିବା ଦୁଇ ଜଣଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଥିଲା ।

7/ 7
 ବିକାଶ ରାୟଙ୍କ ଅବସ୍ଥା ଗୁରୁତର ଅଛି । ଉଭୟ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।

ବିକାଶ ରାୟଙ୍କ ଅବସ୍ଥା ଗୁରୁତର ଅଛି । ଉଭୟ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।

ଚ଼ର୍ଚ୍ଚିତ ଖବର

  • ଭାରତ ବନ୍ଦ: ରାଜ୍ୟରେ ଗୋଟିଏ ଦିନରେ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ଠପ୍ ହେଲା
  • ବାଲେଶ୍ୱର: ବରଫ କଳରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍; ଲୋକେ ଅସୁସ୍ଥ; ନ ଥିଲା ସେଫଟି ବ୍ୟବସ୍ଥା
  • ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ନ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!
  • ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ୩ ଲକ୍ଷ ଟଙ୍କାରୁ ଅଧିକ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • ଏଶା ଗୁପ୍ତା ନିଜ ବୋଲ୍ଡ ଫଟୋ ଦ୍ୱାରା ସୋସିଆଲ୍ ମିଡି଼ଆକୁ ଗରମ କରିଦେଲେ; ଦେଖନ୍ତୁ PHOTO
  • ଭାରତ ବନ୍ଦ: ରାଜ୍ୟରେ ଗୋଟିଏ ଦିନରେ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ଠପ୍ ହେଲା
  • ବାଲେଶ୍ୱର: ବରଫ କଳରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍; ଲୋକେ ଅସୁସ୍ଥ ହୋଇପଡ଼ିଲେ
  • ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ନ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!
  • ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ୩ ଲକ୍ଷ ଟଙ୍କାରୁ ଅଧିକ
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES