Home » photogallery » odisha » ROAD MISHAP IN SUBARNAPUR CAR HITS BIG STATIONARY VEHICLE 1 DEAD 1 HURT 1AD 0411

ସୁବର୍ଣ୍ଣପୁର: ରାସ୍ତା କଡ଼ରେ ଥିବା ଟେଲିଫୋନ ମରାମତି ଗାଡ଼ିରେ କାର୍ ଧକ୍କା ଦେଲା; ୧ ମୃତ, ୧ ଆହତ

ଭୁବନେଶ୍ବରରୁ ବାହାରି ଏକ କାରରେ ବଲାଙ୍ଗିରକୁ ଯାଉଥିଲେ ଦୁଇ ବନ୍ଧୁ । ଦୃତ ଗତିରେ ଗାଡ଼ି ଚାଳନା ଯୋଗୁଁ ଘଟିଗଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରରେ ଥିବା ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଲା । ତାଙ୍କ ସାଥୀ ଏବେ ଚିକିତ୍ସାଧୀନ ଅଛନ୍ତି ।

  • |