ପୁରୀ ଗୋପରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ରିଗ୍ ମେସିନ ଲଗାଯାଇଛି । କୁଶୁପୁରର ୮ ଏକର ଜମିରେ ଏହି କାର୍ଯ୍ୟ ଚାଲିଛି । ୧୦ ହଜାର ଫୁଟ ତଳୁ କାଦୁଅକୁ ବିଶୋଧନ କରାଯିବ । ଆଉ ପ୍ରତି ପର୍ଯ୍ୟାୟରେ ବାହାରିବାକୁ ଥିବା କାଦୁଅରୁ ଅଶୋଧିତ ତେଲର ଯାଞ୍ଚ କରାଯିବ।

ପୁରୀ ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ଗୋପ କୁଶୁପୁରର 8 ଏକର ପରିମିତ7 ଅଞ୍ଚଳରେ ଆରମ୍ଭ ହୋଇଛି କାର୍ଯ୍ୟ । ପ୍ରାଥମିକ ପର୍ଯ୍ୟାୟରେ ନିୟୋଜିତ ହୋଇଛି 140 ଫୁଟ ଉଚ୍ଚତା ବିଶିଷ୍ଟ ଉଚ୍ଚ କ୍ଷମତା ସମ୍ପନ୍ନ ରିଗ ମେସିନ । ରିଗ ମେସିନର ଇନଷ୍ଟୋଲେସନ ପ୍ରକ୍ରିୟା ଜାରି ରହିଛି । ଇନଷ୍ଟଲ ପରେ 10000 ଫୁଟ ପର୍ଯ୍ୟନ୍ତ 17 ଇଞ୍ଚ ଓସାରର ବୋରୱେଲ ଖନନ କରିବ ଏହି ରିଗ ମେସିନ ।