ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ MSME ପାର୍କ । ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ । ପଶ୍ଚିମ ଓଡ଼ିଶାରେ ନିର୍ମାଣ ହେବ ୨ଟି ବଡ଼ ପାର୍କ । ବିଜୁ ଏକ୍ସପ୍ରେସ କରିଡରରେ ନିର୍ମିତ ହେବ ପାର୍କ । ‘ମେକ୍ ଇନ ଓଡ଼ିଶା’ରେ ୧୦.୪୮ ଲକ୍ଷ କୋଟିର ପ୍ରସ୍ତାବ । ଏଯାଏ ୧.୫୩ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ମଞ୍ଜୁର । IAS ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ସୂଚନା ।