Home » photogallery » odisha » RAMADEVI GIRL JHARAPHULA DEATH COPS FACE TOUGH PUZZLES 1AD 020221

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ: ରାକେଶର ଜେରା ଚାଲିଛି; ପୋଲିସ ଆଗରେ ମାଳ ମାଳ ପ୍ରଶ୍ନ

ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସାମନାରେ ମୃତ୍ୟୁର କାରଣ ବିଷୟରେ ଅନେକ ଜଟିଳ ପ୍ରଶ୍ନ ଠିଆ ହୋଇଛି । ଫୁଡ୍ ପଏଜନିଂ କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିଲା ନା ନିଶାସକ୍ତ ଅବସ୍ଥାରେ ଶାରୀରିକ ସମ୍ପର୍କ ଯୋଗୁଁ ଦୃଦଘାତ ଘଟିଥିଲା? ନା ଏହା ଏକ ହତ୍ୟା ଥିଲା?

  • |

ସାମ୍ପ୍ରତିକ ଖବର