Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
  • Games
Just in
କାଶ୍ମୀରକୁ ଅନୁପ୍ରବେଶ ଲକ୍ଷ୍ୟରେ ୨୦୦ ପାକିସ୍ତାନୀ ଆତଙ୍କବାଦୀ; ସୀମାରେ ମିଟିଂ କଲେଟିମ୍ ଇଣ୍ଡିଆ ଭୟଭୀତ ଥିଲା ତେଣୁ ଟେଷ୍ଟରେ ଟର୍ଣ୍ଣିଙ୍ଗ ଟ୍ରାକ୍ ପ୍ରସ୍ତୁତ କଲା: ଅଖତର
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

ସମ୍ବଲପୁରରେ ଏକ ମାସ ୭ ଦିନର ଶିଶୁକୁ ୧୫,୦୦୦ ଟଙ୍କାରେ ବିକିଲା ତା’ ମାଆ; ତଦନ୍ତ ଜାରି

ବିକ୍ରି ହୋଇଥିବା ଶିଶୁଟି ତା’ ମା’ବାପାଙ୍କର ଷଷ୍ଠ ସନ୍ତାନ । ତାକୁ କେଉଁ କାରଣରୁ ବିକ୍ରି କରାଯାଇଥିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଅଭାବ ଅନଟନ ଯୋଗୁଁ ତା’ ମା’ ଏପରି କରିଥିବା କୁହାଯାଉଛି । ପୋଲିସ ତଦନ୍ତ କରୁଛି ।

News18 Odia | News18 Odia | October 28, 2020, 8:28 PM IST
1/ 7
 ସମ୍ବଲପୁର ଜିଲ୍ଲାର ଚାରମାଲ ଥାନା ଅଞ୍ଚଳରେ ଏକ ମାସ ସାତ ଦିନର ଗୋଟିଏ ଶିଶୁ କନ୍ୟାକୁ ତା’ ମା’ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲାର ଚାରମାଲ ଥାନା ଅଞ୍ଚଳରେ ଏକ ମାସ ସାତ ଦିନର ଗୋଟିଏ ଶିଶୁ କନ୍ୟାକୁ ତା’ ମା’ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

2/ 7
 କଅଁଳା ଶିଶୁ କନ୍ୟାକୁ ବିକି ପ୍ରତିବଦଳରେ ତା’ର ୨୮ ବର୍ଷୀୟା ମା’ ନଳିନୀ କର୍ଣ୍ଣ ୧୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।

କଅଁଳା ଶିଶୁ କନ୍ୟାକୁ ବିକି ପ୍ରତିବଦଳରେ ତା’ର ୨୮ ବର୍ଷୀୟା ମା’ ନଳିନୀ କର୍ଣ୍ଣ ୧୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।

3/ 7
 ଶିଶୁଟିର ମା’ କେଉଁଟିବାହାଲ ଗାଁର ବାସିନ୍ଦା । ସେ ରେଢ଼ାଖୋଲ ଥାନା ଅନ୍ତର୍ଗତ ତ୍ରିବଣପୁର ପଞ୍ଚାୟତର କୁସାପାଲି ଗାଁର ଲଳିତ ପ୍ରଧାନଙ୍କୁ ଶିଶୁଟିକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି ।

ଶିଶୁଟିର ମା’ କେଉଁଟିବାହାଲ ଗାଁର ବାସିନ୍ଦା । ସେ ରେଢ଼ାଖୋଲ ଥାନା ଅନ୍ତର୍ଗତ ତ୍ରିବଣପୁର ପଞ୍ଚାୟତର କୁସାପାଲି ଗାଁର ଲଳିତ ପ୍ରଧାନଙ୍କୁ ଶିଶୁଟିକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି ।

4/ 7
 ଏହି ବେଆଇନ୍ ଓ ଅନୈତିକ କାର୍ଯ୍ୟ ବିଷୟରେ ଜାଣିବା ପରେ ରେଢ଼ାଖୋଲ ଚାଇଲ୍ଡଲାଇନର ଟିମ୍ ଲିଡର୍ ସଞ୍ଜୟ ସାଗର ଥାନାରେ ଏ ନେଇ ଏକ ମାମଲା ରୁଜୁ କରାଇଛନ୍ତି ।

ଏହି ବେଆଇନ୍ ଓ ଅନୈତିକ କାର୍ଯ୍ୟ ବିଷୟରେ ଜାଣିବା ପରେ ରେଢ଼ାଖୋଲ ଚାଇଲ୍ଡଲାଇନର ଟିମ୍ ଲିଡର୍ ସଞ୍ଜୟ ସାଗର ଥାନାରେ ଏ ନେଇ ଏକ ମାମଲା ରୁଜୁ କରାଇଛନ୍ତି ।

5/ 7
 ଶିଶୁ ବିକ୍ରି କରିଥିବା ମହିଳା ଲଳିତା କର୍ଣ୍ଣଙ୍କର ପୂର୍ବରୁ ପାଞ୍ଚଟି ସନ୍ତାନ ଅଛନ୍ତି । ବିକ୍ରି ହୋଇଥିବା ଏହି ଶିଶୁ କନ୍ୟାଟି ତାଙ୍କର ଷଷ୍ଠ ସନ୍ତାନ ବୋଲି ଜଣାପଡ଼ିଛି ।

ଶିଶୁ ବିକ୍ରି କରିଥିବା ମହିଳା ଲଳିତା କର୍ଣ୍ଣଙ୍କର ପୂର୍ବରୁ ପାଞ୍ଚଟି ସନ୍ତାନ ଅଛନ୍ତି । ବିକ୍ରି ହୋଇଥିବା ଏହି ଶିଶୁ କନ୍ୟାଟି ତାଙ୍କର ଷଷ୍ଠ ସନ୍ତାନ ବୋଲି ଜଣାପଡ଼ିଛି ।

6/ 7
 ଶିଶୁ କନ୍ୟାକୁ ଅକ୍ଟୋବର ୧ ତାରିଖରେ ବିକ୍ରି କରାଯାଇଥିବା କୁହାଯାଉଛି । ପୋଲିସ ଶିଶୁକୁ ଉଦ୍ଧାର କରି ତା’ ନିଜ ମା’କୁ ଫେରାଇ ଦେଇଛି ଓ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଶିଶୁ କନ୍ୟାକୁ ଅକ୍ଟୋବର ୧ ତାରିଖରେ ବିକ୍ରି କରାଯାଇଥିବା କୁହାଯାଉଛି । ପୋଲିସ ଶିଶୁକୁ ଉଦ୍ଧାର କରି ତା’ ନିଜ ମା’କୁ ଫେରାଇ ଦେଇଛି ଓ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

7/ 7
 ଶିଶୁର ମା’ ଲଳିତା କର୍ଣ୍ଣ କେଉଁ କାରଣରୁ ଶିଶୁକୁ ବିକ୍ରି କରିଥିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଅଭାବ ଅନଟନ ଯୋଗୁଁ ସେ ଏପରି କରିଥିବା କୁହାଯାଉଛି ।

ଶିଶୁର ମା’ ଲଳିତା କର୍ଣ୍ଣ କେଉଁ କାରଣରୁ ଶିଶୁକୁ ବିକ୍ରି କରିଥିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଅଭାବ ଅନଟନ ଯୋଗୁଁ ସେ ଏପରି କରିଥିବା କୁହାଯାଉଛି ।

ଚ଼ର୍ଚ୍ଚିତ ଖବର

  • କାଶ୍ମୀରକୁ ଅନୁପ୍ରବେଶ ଲକ୍ଷ୍ୟରେ ୨୦୦ ପାକିସ୍ତାନୀ ଆତଙ୍କବାଦୀ; ସୀମାରେ ମିଟିଂ କଲେ
  • IND vs ENG: ଟିମ୍ ଇଣ୍ଡିଆ ଭୟଭୀତ ଥିଲା ତେଣୁ ତୃତୀୟ ଟେଷ୍ଟରେ ଟର୍ଣ୍ଣିଙ୍ଗ ଟ୍ରାକ୍ ପ୍ରସ୍ତୁତ କଲା: ଶୋଏବ ଅଖତର
  • ବର୍ତ୍ତମାନ ଘରେ ବସି PF ଆକାଉଣ୍ଟକୁ ଅନଲାଇନରେ କରନ୍ତୁ ଟ୍ରାନ୍ସଫର; EPFO କହିଲା ପୂରା ପ୍ରୋସେସ ...
  • ଶୀଘ୍ର ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ; ସରକାର ହ୍ରାସ କରିପାରନ୍ତି ଟିକସ: ରିପୋର୍ଟ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • କାଶ୍ମୀରକୁ ଅନୁପ୍ରବେଶ ଲକ୍ଷ୍ୟରେ ୨୦୦ ପାକିସ୍ତାନୀ ଆତଙ୍କବାଦୀ; ସୀମାରେ ମିଟିଂ କଲେ
  • ଟିମ୍ ଇଣ୍ଡିଆ ଭୟଭୀତ ଥିଲା ତେଣୁ ଟେଷ୍ଟରେ ଟର୍ଣ୍ଣିଙ୍ଗ ଟ୍ରାକ୍ ପ୍ରସ୍ତୁତ କଲା: ଅଖତର
  • ମୌନି ରାୟ ବ୍ଲାକ ବିକିନିରେ ହଇଚଇ ସୃଷ୍ଟି କଲେ; ଭାଇରାଲ ହେଉଛି ତାଙ୍କର ଗୋଆ PICS
  • ବର୍ତ୍ତମାନ ଘରେ ବସି PF ଆକାଉଣ୍ଟକୁ ଅନଲାଇନରେ କରନ୍ତୁ ଟ୍ରାନ୍ସଫର; ଜାଣନ୍ତୁ ପ୍ରୋସେସ..
  • ଶୀଘ୍ର ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ; ସରକାର ହ୍ରାସ କରିପାରନ୍ତି ଟିକସ: ରିପୋର୍ଟ
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES