Home » photogallery » odisha » ODISHA MAN BIRJU OF SUNDARGARH SPENT 20 YRS IN PAKISTAN JAIL RETURNING 1AD 0211

୨୦ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ଘରକୁ ଫେରୁଛନ୍ତି ଓଡ଼ିଆ ପୁଅ; ଗାଁରେ ଖୁସିର ପର୍ବ

ଭୁଲ୍ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଯାଇଥିଲେ ଏହି ଓଡ଼ିଆ ବ୍ୟକ୍ତି । ସେତେବେଳେ ତାଙ୍କୁ ବୟସ ହୋଇଥିଲା ୨୫ । ସେ ଲାହୋରର ଜେଲରେ ୨୦ ବର୍ଷ ରହିବା ସମୟରେ ତାଙ୍କ ବାପା ଓ ମା’ଙ୍କ ମୃତ୍ୟୁ ହୋଇଥିଲା ।

  • |

തത്സമയ വാര്‍ത്തകള്‍