Home » photogallery » odisha » ODISHA DGP SATYAJIT MOHANTY LOVES TO RIDE BICYCLE AND PLAY TENNIS PHOTO GALLERY

ପୁଲିସ ଡିଜି ସତ୍ୟଜିତ ମହାନ୍ତି ସାଇକେଲ୍ ଚଳେଇବାକୁ ଓ ଟେନିସ୍ ଖେଳିବାକୁ ଭଲ ପାଆନ୍ତି: ଦେଖନ୍ତୁ ଫଟୋ

ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ପୁଲିସ ଡିଜି ଭାବେ ଦାୟିତ୍ୱ ନେଇଥିବା ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି ଜଣେ ଖୁବ୍ ଫିଟ୍ ଅଫିସର୍ ଭାବେ ବେଶ୍ ଜଣାଶୁଣା । ସେ ଜଣେ ଭଲ ପୋଲିସ ଅଫିସର ଭାବେ ପ୍ରସିଦ୍ଧ । ତା‘ଛଡ଼ା ଜଣେ ଉଚ୍ଚକୋଟୀର ଲେଖକ ତଥା କ୍ରିଡାବିତ୍ ଭାବେ ମଧ୍ୟ ସେ ପରିଚିତ । ଟେନିସ୍ ଖେଳିବା ଓ ସାଇକେଲ୍ ଚଳାଇବା ତାଙ୍କର ସଉକମାନଙ୍କ ମଧ୍ୟରେ ସବୁଠୁ ବଡ଼ । ଦେଖନ୍ତୁ ମହାନ୍ତିଙ୍କ ସାଇକେଲ୍ ଚଳେଇବା ଓ ଟେନିସ୍ ଖେଳୁଥିବା ସମୟର କିଛି ଛବି ।

  • |

തത്സമയ വാര്‍ത്തകള്‍