ରାଜଧାନୀରେ ପୁଣି ଗର୍ଜିଲେ ଆଶାକର୍ମୀ । ଭୁବନେଶ୍ବର ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀ ଆନ୍ଦୋଳନ କରିଛନ୍ତି । ବିଭିନ୍ନ ଦାବିରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଶା କର୍ମୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚାର ଆହ୍ୱାନ କ୍ରମେ ୧୨ ଦଫା ଦାବିରେ ବିଧାନସଭା ଘେରାଉ କରିଛନ୍ତି ଆଶାକର୍ମୀ ।