ମାତ୍ର ୨ ବର୍ଷ ମଧ୍ୟରେ ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କଲେ ଓଡ଼ିଆ ଝିଅ ଅପ୍ସରା ରାଣୀ; ଭାଇରାଲ ହେଲା ବୋଲ୍ଡ ଫଟୋ
ଅପ୍ସରା ରାଣୀଙ୍କ (Apsara Rani) ପ୍ରକୃତ ନାମ ହେଉଛି ଅଙ୍କିତା ମହାରଣା । ୧୨ ଜାନୁୟାରୀ ୧୯୯୬ ରେ ଜନ୍ମ ହୋଇଥିବା ଅପ୍ସରା ଖୁବ୍ କମ୍ ସମୟ ମଧ୍ୟରେ ନିଜର ନାମକୁ ପ୍ରସିଦ୍ଧ କରିପାରିଛନ୍ତି । ତାଙ୍କର ବୋଲ୍ଡ ଫଟୋ ଦେଖିବା ପାଇଁ ସମସ୍ତେ ପାଗଳ । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଅନୁସରଣ କରନ୍ତି ଯେଉଁଠାରେ ସେ ନିଜର ଅନେକ ଚମତ୍କାର ଫଟୋ ନିଜ ପ୍ରଶଂସକଙ୍କ ସହ ସେୟାର କରନ୍ତି ।

ଅଙ୍କିତା ମହାରଣା ତେଲୁଗୁ ସିନେମାରେ ଏକ ଲୋକପ୍ରିୟ ନାମ । ଆପଣ ବୋଧହୁଏ ଏହି ନାମ ସୁଣି ଦ୍ୱନ୍ଦ୍ୱରେ ପଡ଼ି ଯାଇଥିବେ । ବାସ୍ତବରେ ଆମେ ତେଲୁଗୁ ସିନେମାର ବୋଲ୍ଡ ଅଭିନେତ୍ରୀ ଅପ୍ସରା ରାଣୀଙ୍କ ବିଷୟରେ କହୁଛୁ । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ଅପ୍ସରା ରାଣୀଙ୍କ (Apsara Rani) ପ୍ରକୃତ ନାମ ହେଉଛି ଅଙ୍କିତା ମହାରଣା । ୧୨ ଜାନୁୟାରୀ ୧୯୯୬ ରେ ଜନ୍ମ ହୋଇଥିବା ଅପ୍ସରା ଖୁବ୍ କମ୍ ସମୟ ମଧ୍ୟରେ ନିଜର ନାମକୁ ପ୍ରସିଦ୍ଧ କରିପାରିଛନ୍ତି । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ତାଙ୍କର ବୋଲ୍ଡ ଫଟୋ ପାଇଁ ସମସ୍ତେ ପାଗଳ । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଅନୁସରଣ କରନ୍ତି ଯେଉଁଠାରେ ସେ ନିଜର ଅନେକ ଚମତ୍କାର ଫଟୋ ନିଜ ପ୍ରଶଂସକଙ୍କ ସହ ସେୟାର କରନ୍ତି । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ଅପସରା ଉତ୍ତରାଖଣ୍ଡରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସେ ଏକ ଓଡ଼ିଆ ପରିବାରର ଅଟନ୍ତି । ସେ ବହୁତ କମ ବୟସରୁ ଅଭିନୟ ଓ ମଡେଲିଂ କରିବାକୁ ଭଲ ପାଉଥିଲେ ।(ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ପ୍ରଖ୍ୟାତ ଫିଲ୍ମ ନିର୍ମାତା ରାମ ଗୋପାଳ ଭର୍ମା ଅପ୍ସରାଙ୍କୁ ଥ୍ରୀଲର ୱେବ୍ ଫିଲ୍ମରେ କାଷ୍ଟ କରିଥିଲେ । ଏହି ଫିଲ୍ମର ପ୍ରମୋସନ ସମୟରେ ଅପ୍ସରା ହଟ ଲୁକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଆପସରା ରାମ ଗୋପାଳ ଭର୍ମାଙ୍କ ସହ କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ଅପ୍ସରା ନିଜର ଅଭିନୟ ଜୀବନ ଆରମ୍ଭ ତେଲୁଗୁ ଫିଲ୍ମ ୪ ଲେଟର୍ସରୁ କରିଥିଲେ । ଏହି ଫିଲ୍ମ ୨୦୧୯ ରେ ରିଲିଜ ହୋଇଥିଲା । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ଚଳିତ ବର୍ଷ ରବି ତେଜାଙ୍କ ସୁପରହିଟ୍ ଫିଲ୍ମ କ୍ରାକରେ ଅପ୍ସରାଙ୍କର ଏକ ଆଇଟମ୍ ଗୀତ ଥିଲା । ଯେଉଁଥିରେ ତାଙ୍କୁ ଏକ ବିଶେଷ ଷ୍ଟାଇଲରେ ଦେଖିବାକୁ ମିଳିଥିଲା । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ପାଟନାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ପାଟନାଗଡ଼ରେ ମଧ୍ୟ ଅପ୍ସରା କାମ କରିଥିଲେ। ଏହି ଫିଲ୍ମଟି ଓଡିଆ ଓ ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲା । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)

ଅପ୍ସରା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କ ରାଜ୍ୟର ଲୋକମାନେ ତାଙ୍କୁ ପ୍ରତିଭା ଆଧାରରେ ତାଙ୍କୁ ଜାଣନ୍ତୁ ନୁହେଁ କି ଚିତ୍ରଣ ଆଧାରରେ । (ଫଟୋ: ଇନଷ୍ଟାଗ୍ରାମ / @ apsara_rani_official__)