Home » photogallery » odisha » ODIA CLASSICAL SINGER SUNANDA PATNAIK MADE COLOSSAL CONTRIBUTION TO MUSIC IN ODISHA

‘ଜୀବନ ପାତ୍ର ମୋ’ ଭରିଛ କେତେ ମତେ…’: ସେଇ ମିଠା କଣ୍ଠର ସେ ମହାନ ଗାୟିକା ସୁନନ୍ଦା

ନିଜ ମଧୁର କଣ୍ଠ ସ୍ୱରରେ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ସ୍ୱନାମଧନ୍ୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଓଡ଼ିଶାର ସଙ୍ଗୀତ ଆକାଶରେ ଏକ ଅଲିଭା ତାରା । ଦେଖନ୍ତୁ ଏଇ ମହାନ ସଙ୍ଗୀତ ଶିଳ୍ପୀଙ୍କ ଘଟଣାବହୁଳ ଜୀବନରୁ କିଛି ଛବି ।

  • |

തത്സമയ വാര്‍ത്തകള്‍