Home » photogallery » odisha » NUANKHAI FESTIVAL MAKES WESTERN ODISHA FESTIVE NUAKHAI2 1AD 100921

ନୂଆଁଖାଇ ଜୁହାର୍‌! ଏକତାର ଏହି ମହା ପର୍ବରେ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସବ ଓ ଉତ୍ସାହ ଦେଖାଗଲା

Nuakhai festival makes western Odisha festive | କରୋନା କଟକଣା ଭିତରେ ଧୁମଧାମରେ ପାଳିତ ହୋଇଯାଇଛି ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ । ଗଭୀର ଧର୍ମୀୟ ବିଶ୍ବାସ ଓ ଆଧ୍ୟାତ୍ମିକତା ମଧ୍ୟରେ ଏହି କୃଷିଭିତ୍ତିକ ପର୍ବ ସଭିଙ୍କ ମନରେ ଆଣିଛି ନୂଆ ଉତ୍ସାହ ।

  • |