ନବ ଦାସ ହତ୍ୟା ମାମଲା । ଚୌଦ୍ବାର ଜେଲରେ କଡ଼ା ସୁରକ୍ଷା ଭିତରେ ରହିଛି ଅଭିଯୁକ୍ତ ଗୋପାଳ । ଏ ନେଇ ସୂଚନା ଦେଇଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର । ଚୌଦ୍ୱାର ଜେଲରେ ଗୋପାଳ ଭଲରେ ଅଛି । ନିୟମିତ ଡାକ୍ତରୀ ଟିମ୍ ଯାଞ୍ଚ କରୁଛନ୍ତି । ସିସିଟିଭି ନଜରରେ ରହିଛି ଗୋପାଳ । ଗୋପାଳର ମନିଟରିଂ କରୁଛନ୍ତି । ଏବେ କାର୍ଯ୍ୟକଳାପ ଭଲ ଅଛି । ତାଙ୍କର ମାନସିକ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ