Home » photogallery » odisha » NAVEEN KEEPS UPDATED ABOUT CYCLONE YAAS 1AD 250521

ସାମ୍ନାରେ ଜଗନ୍ନାଥଙ୍କ ବିଗ୍ରହ, ପରଦାରେ ବାତ୍ୟାର ଗତି ପଥ: ‘ୟାସ୍’ ବିଷୟରେ ଖବର ରଖୁଛନ୍ତି ନବୀନ

ଆସନ୍ନ ବାତ୍ୟା ୟାସର ସ୍ଥିତି ଓ ତା’ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସାଇକ୍ଲୋନ କଣ୍ଟ୍ରୋଲ୍‌ ରୁମରୁ ମୁଖ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ କମିସନର୍‌ ପ୍ରଦୀପ ଜେନା।

  • |
)}