Home » photogallery » odisha » NABA DAS LAST RITES SEE PHOTOS 2LPD 300123

Naba Das Last Rites: ନବ ଦାସଙ୍କ ଶେଷ ଦର୍ଶନ କରୁଛନ୍ତି ପରିବାର

Naba Das Last Rites: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳି ଚଳାଇ ଏଏସଆଇ (ASI) ଗୋପାଳ ଦାସ ହତ୍ୟା କରିଛନ୍ତି। ସେ ରବିବାର ଦିନ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ନବଙ୍କୁ ହରେଇ ସ୍ତବ୍ଧ ହୋଇଯାଇଛି ପୁରା ପରିବାର। ବାସଭବନରେ ଶେଷ ଦର୍ଶନ କରୁଛନ୍ତି ଆତ୍ମୀୟ।

  • |

തത്സമയ വാര്‍ത്തകള്‍