Home » photogallery » odisha » MP APARAJITA SARANGI MADE CLAY POTS TV 4SRM 151122 SRM

ମାଟି କଳସ ତିଆରି କଲେ ସାଂସଦ ଅପରାଜିତା; କ୍ଲିକ୍ କରି ଦେଖନ୍ତୁ ଝଲକ୍

ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମାଟି କଳସ ତିଆରି କରିଛନ୍ତି । ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ଜନ ସମ୍ପର୍କ ସମୟରେ କୁମ୍ଭାର ପରିବାର ସହ ମିଶି ମାଟି କଳସ ତିଆରି କରୁଥିବା ଦେଖିବାକୁ ମିଳିଛି ।

  • |

തത്സമയ വാര്‍ത്തകള്‍