ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି । ମନମୋହନଙ୍କୁ ନିଯୁକ୍ତି ଦେଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ ସାମଲ ରାଜ୍ୟରେ ମେଣ୍ଟ ସରକାର ବେଳେ ମନ୍ତ୍ରୀ ଥିଲେ ମନମୋହନ