Home » photogallery » odisha » MAHASHIVRATRI CELEBRATES IN ODISHA SHIV TEMPLE

Mahashivratri 2023: ମହା ଶିବରାତ୍ରୀ ଉପଲକ୍ଷେ ରାଜ୍ୟର ସବୁ ଶୈବପୀଠ ଚଳଚଞ୍ଚଳ

Mahashivratri 2023: ଆଜି ପବିତ୍ର ମହା ଶିବରାତ୍ରି (Mahashivratri)। ମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ। ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି।

  • |

തത്സമയ വാര്‍ത്തകള്‍