Home » photogallery » odisha » MAHANGA DOUBLE MURDER ACCUSED SAYS HE AVENGED BEATING 1AD 060121

ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି’ ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଏକ ବଡ଼ ଖୁଲାସା ହୋଇଛି । ପୂର୍ବ ଶତ୍ରୁତା କାରଣରୁ BJP ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ।

  • |

തത്സമയ വാര്‍ത്തകള്‍