Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
Just in
ଏୟାର ଇଣ୍ଡିଆକୁ ବିକ୍ରୟ ପାଇଁ ସରକାର ଏହି ପରବର୍ତ୍ତୀ ପଦକ୍ଷେପ ନେଲେ; ଦୀର୍ଘ ବର୍ଷ ...PAK vs SA: କିଏ ଏହି ଜର୍ଜ ଲିଣ୍ଡେ; ଯିଏ ଏକାକୀ ପାକିସ୍ତାନ ଦଳ ଉପରେ ଭାରୀ ପଡ଼ିଲେ
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି’ ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଏକ ବଡ଼ ଖୁଲାସା ହୋଇଛି । ପୂର୍ବ ଶତ୍ରୁତା କାରଣରୁ BJP ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ।

News18 Odia | News18 Odia | January 6, 2021, 11:54 PM IST
1/ 10

2/ 10
 କୋର୍ଟ ଚାଲାଣ ବେଳେ ପଞ୍ଚାନନ ସେଠୀ କହିଛି ଯେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ସେ ହିଁ ହତ୍ୟା କରିଛି । ପୂର୍ବ ଶତ୍ରୁତାରୁ ସେ ପ୍ରତିଶୋଧ ନେଇଥିବା କହିଛି ।

କୋର୍ଟ ଚାଲାଣ ବେଳେ ପଞ୍ଚାନନ ସେଠୀ କହିଛି ଯେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ସେ ହିଁ ହତ୍ୟା କରିଛି । ପୂର୍ବ ଶତ୍ରୁତାରୁ ସେ ପ୍ରତିଶୋଧ ନେଇଥିବା କହିଛି ।

3/ 10
 ‘‘ପାଗଳ ବରାଳଙ୍କ (କୁଳମଣି ବରାଳଙ୍କ) ଦି’ ପୁଅ ମୋତେ ନଙ୍ଗଳା କରି ଘର ଭିତରେ ମାଇଲେ ବୋଲି ମୁଁ ମାରିଦେଲି ତାକୁ,’’ ଗଣମାଧ୍ୟମ ସାମନାରେ କହିଛି ପଞ୍ଚାନନ । ଏହି କଥା ସେ ପୂର୍ବରୁ ତଦନ୍ତକାରୀ ପୋଲିସ ଦଳକୁ ବି କହିଥଲା । (ଫଟୋରେ ଘଟଣା ସ୍ଥଳରେ ତଦନ୍ତକାରୀ ପୋଲିସ୍‌ ଟିମ୍‌)

4/ 10
 ପଞ୍ଚାନନ ସେଠୀକୁ କୁଳମଣି ଓ ତାଙ୍କ ଦୁଇ ପୁଅ ପ୍ରବଳ ମାଡ଼ ମାରିଥିବାରୁ ପ୍ରତିଶୋଧ ନେବା ପାଇଁ ସେ କୁଳମଣି ଓ ତାଙ୍କ ତାଙ୍କ ସହଯୋଗୀଙ୍କୁ ହତ୍ୟା କରିଥିବା ମାନିଛି ।

ପଞ୍ଚାନନ ସେଠୀକୁ କୁଳମଣି ଓ ତାଙ୍କ ଦୁଇ ପୁଅ ପ୍ରବଳ ମାଡ଼ ମାରିଥିବାରୁ ପ୍ରତିଶୋଧ ନେବା ପାଇଁ ସେ କୁଳମଣି ଓ ତାଙ୍କ ତାଙ୍କ ସହଯୋଗୀଙ୍କୁ ହତ୍ୟା କରିଥିବା ମାନିଛି ।

5/ 10
 ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଓ କୁଳମଣି ବରାଳଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସେହି କଥିତ ମାଡ଼ ମରା ଘଟଣା ପରେ କୁଳମଣିଙ୍କ ପୁଅ ରମାକାନ୍ତ ଘରୁ ବାହାରୁ ନ ଥିବା ବେଳେ କୁଳମଣିଳଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ପଞ୍ଚାନନ। (ଫଟୋରେ ଡବଲ୍ ମର୍ଡ଼ରରେ ବ୍ୟବହାର ହୋଇଥିବା ଖଣ୍ଡା)

6/ 10

7/ 10
 ଗତ ୨ ତାରିଖ ରାତିରେ କୁଳମଣି ନିଜ ସହଯୋଗୀ ଦିବ୍ୟସିଂହଙ୍କ ସହ ଜଅଁକୋଟିରୁ ନିଜ ଘର ନୃତ୍ତାଙ୍ଗକୁ ଏକ ବାଇକରେ ଫେରୁଥିବା ସମୟରେ ସେମାନଙ୍କ ଉପରେ ଖଣ୍ଡାରେ ହୋଇଥିଲା ଆକ୍ରମଣ । କୁଳମଣି ବରାଳଙ୍କ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ କରିଥିଲେ ତାଙ୍କ ସମର୍ଥକ ଓ ବିଜେପି ନେତାମାନେ । କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା କହିଥିଲେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତୃତା ଥିଲା । (ଫଟୋରେ ହସପିଟାଲରେ କୁଳମଣି ବରାଳ ଓରଫ ପାଗଳ ବରାଳ)

8/ 10
 ପଞ୍ଚାନନ ସେଠୀ ଓ ତା’ ସହଯୋଗୀମାନେ ଖଣ୍ଡାରେ କୁଳମଣି ଓ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହାଣି କର୍ତାକ୍ତ ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିଲେ । (ଫଟୋରେ ହସପିଟାଲରେ କୁଳମଣି ବରାଳ ଓରଫ ପାଗଳ ବରାଳଙ୍କ ସହଯୋଗୀ ଦିବ୍ୟସିଂହ ବରାଳ)

ପଞ୍ଚାନନ ସେଠୀ ଓ ତା’ ସହଯୋଗୀମାନେ ଖଣ୍ଡାରେ କୁଳମଣି ଓ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହାଣି କର୍ତାକ୍ତ ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିଲେ । (ଫଟୋରେ ହସପିଟାଲରେ କୁଳମଣି ବରାଳ ଓରଫ ପାଗଳ ବରାଳଙ୍କ ସହଯୋଗୀ ଦିବ୍ୟସିଂହ ବରାଳ)

9/ 10
 ଏହି ଡବଲ୍‌ ମର୍ଡ଼ର ପଛରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଥିଲେ ମୃତ କୁଳମଣି ବରାଳଙ୍କ ପୁଅ ଓ ବିଜେପି ନେତାମାନେ । (ଫଟୋରେ ଡାହାଣ ପଟେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା)

ଏହି ଡବଲ୍‌ ମର୍ଡ଼ର ପଛରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଥିଲେ ମୃତ କୁଳମଣି ବରାଳଙ୍କ ପୁଅ ଓ ବିଜେପି ନେତାମାନେ । (ଫଟୋରେ ଡାହାଣ ପଟେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା)

10/ 10
 ହେଲେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା (ଫଟୋରେ)। ଏହି ହତ୍ୟାକୁ ଘୋର୍ ନିନ୍ଦା କରି ସେ କହିଥିଲେ, ‘‘ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଦୋଷୀ କିପରି ଗିରଫ ହେବେ ମୁଁ ନିଜେ ସେଥି ପ୍ରତି ଦୃଷ୍ଟି ଦେବି । ବିଜେପି ବିରୋଧୀ ଦଳ ଭାବେ ଆମକୁ କହିବା ସ୍ବାଭାବିକ । ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ ।’’

ଚ଼ର୍ଚ୍ଚିତ ଖବର

  • ଏୟାର ଇଣ୍ଡିଆକୁ ବିକ୍ରୟ ପାଇଁ ସରକାର ଏହି ପରବର୍ତ୍ତୀ ପଦକ୍ଷେପ ନେଲେ; ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲୁଛି କମ୍ପାନୀ
  • West Bengal Election: BJP ନେତା ରାହୁଲ ସିହ୍ନାଙ୍କୁ EC ବ୍ୟାନ୍ କଲେ; ଶୁଭେନ୍ଦୁଙ୍କୁ ଚେତାବନୀ, ଘୋଷଙ୍କୁ ନୋଟିସ୍
  • Post Office ର ଏହି ସ୍କିମରେ କେବଳ ୯୫ ଟଙ୍କା ଜମା କରି ୧୪ ଲକ୍ଷ ଟଙ୍କା ରୋଜଗାର କରନ୍ତୁ; ଜାଣନ୍ତୁ କିପରି?
  • କାର ପାର୍କ କରିବାକୁ ପହଞ୍ଚିଲେ ମହିଳା; ଏହା ପରେ ଯାହା ଘଟିଲା ତାହା ଦେଖି ଆପଣ ହସ ଅଟକାଇ ପାରିବେ ନାହିଁ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • ଏୟାର ଇଣ୍ଡିଆକୁ ବିକ୍ରୟ ପାଇଁ ସରକାର ଏହି ପରବର୍ତ୍ତୀ ପଦକ୍ଷେପ ନେଲେ; ଦୀର୍ଘ ବର୍ଷ ...
  • PAK vs SA: କିଏ ଏହି ଜର୍ଜ ଲିଣ୍ଡେ; ଯିଏ ଏକାକୀ ପାକିସ୍ତାନ ଦଳ ଉପରେ ଭାରୀ ପଡ଼ିଲେ
  • BJP ନେତା ରାହୁଲ ସିହ୍ନାଙ୍କୁ EC ବ୍ୟାନ କଲେ; ଶୁଭେନ୍ଦୁଙ୍କୁ ଚେତାବନୀ, ଘୋଷଙ୍କୁ ନୋଟିସ
  • Post Office ର ଏହି ସ୍କିମରେ କେବଳ ୯୫ ଟଙ୍କା ଜମା କରି ୧୪ ଲକ୍ଷ ଟଙ୍କା ରୋଜଗାର କରନ୍ତୁ
  • କାର ପାର୍କ କରିବାକୁ ପହଞ୍ଚିଲେ ମହିଳା; ଏହାପର ଘଟଣା ଦେଖି ଆପଣ ହସ ଅଟକାଇ ପାରିବେ ନାହିଁ
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES