Home » photogallery » odisha » KNOW ABOUT SCIENTIST SESH KISHAN LIFE STORY

କାଲି ଚରାଉଥିଲେ ଗୋରୁ ଗାଈ, ଆଜି ବୈଜ୍ଞାନିକ; ଏମିତି ଥିଲା ଶେଷ କିସାନଙ୍କ କାହାଣୀ

Sesh Kishan Old Photo: ଓଡ଼ିଶା ପୁଅ ବୈଜ୍ଞାନିକ ଶେଷ କିସାନଙ୍କ ଓଡ଼ିଶାରେ ବେଶ୍ ଜଣାଶୁଣା। ସେ ବର୍ତ୍ତମାନ ଜର୍ମାନୀରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ। ନିକଟରେ ତାଙ୍କ ପତ୍ନୀଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା। ଯାହାକୁ ନେଇ ସେ ପୁଣି ଥରେ ଚର୍ଚ୍ଚାରେ ଆସିଥିଲେ। ଏଥର ଆସନ୍ତୁ ଦେଖିବାକୁ ତାଙ୍କର କିଛି ପୁରୁଣା ଫଟୋ...

  • |

തത്സമയ വാര്‍ത്തകള്‍