Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
Just in
MBA ଓ ଏଲ୍‌.ଏଲ୍.ବି. ପାଠ ପଢ଼ି OLXରେ ଠକେଇ କରୁଥିଲେ; ଧରିଲା ଭୁବନେଶ୍ୱର ପୋଲିସବାଲେଶ୍ୱର: ସକାଳେ ଆସିଲେ ୩ ବଡ଼ ଅଫିସର୍‌; ଅପରାହ୍ଣରେ CM ଘୋଷଣା କଲେ ବଡ଼ ପ୍ୟାକେଜ୍
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

କେନ୍ଦ୍ରାପଡ଼ା: ଟ୍ୟୁସନ୍ ମାଷ୍ଟ୍ରାଣୀଙ୍କ ସ୍ୱାମୀ ପାଠ ପଢ଼େଇଲେ; ପିଲାଙ୍କୁ ଲୁହା ପାଇପରେ ପିଟି ଗିରଫ ହେଲେ

ପିଲାଙ୍କୁ ପାଠ ପଢ଼େଇବା ପାଇଁ ପଢ଼େଇବା କୌଶଳ ସହିତ ଧୈର୍ଯ୍ୟ ଆବଶ୍ୟକ । ଟ୍ୟୁସନ୍ ମାଷ୍ଟ୍ରାଣୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ୱାମୀ ପିଲାଙ୍କୁ ପାଠ ପଢ଼େଇବାକୁ ବସି ସେମାନଙ୍କୁ ଅମଣିଷ ପରି ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ରକ୍ତର ନୋଳା ଫାଟିବା ଯାଏ ପିଟିଥିଲେ ।

News18 Odia | News18 Odia | March 15, 2021, 4:27 PM IST
1/ 6
 ପାଠ ପଢ଼େଇବା ସମସ୍ତଙ୍କୁ ଆସେନି । ସାନ ପିଲାଙ୍କୁ ପାଠ ପଢ଼େଇବା ପାଇଁ ପଢ଼େଇବା କୌଶଳ ସହିତ ଧୈର୍ଯ୍ୟ ଆବଶ୍ୟକ । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇରେ ଟ୍ୟୁସନ୍ ମାଷ୍ଟ୍ରାଣୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ୱାମୀ ପିଲାଙ୍କୁ ପାଠ ପଢ଼େଇବାକୁ ବସି ସେମାନଙ୍କୁ ଅମଣିଷ ପରି ପିଟିଥିବା ଜଣାପଡ଼ିଛି ।

2/ 6
 ମାର୍ଶାଘାଇ ଡାକ୍ତରଖାନାରେ କାର୍ଯ୍ୟରତା କାଦମ୍ବିନୀ ଦାସଙ୍କ ପୁଅ ମାନବାଦିତ୍ୟ ଦାସ ଓ ଅନିତା ପରିଡାଙ୍କ ପୁଅ ଅଭିଶେକ ପରିଡାକୁ ପୁରୁଷୋତ୍ତମପୁର ଗାଁର ଟ୍ୟୁସନ୍ ମାଷ୍ଟ୍ରାଣୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସ୍ବାମୀ ରାଜେନ୍ଦ୍ର ରାଉତ ପାଠ ପଢାଇବାକୁ ବସିଥିଲେ ।

3/ 6
 ପିଲାମାନେ ରାଜେନ୍ଦ୍ରଙ୍କର ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇପାରିଲେନି ବୋଲି ତାଙ୍କ ମୁଣ୍ଡକୁ ଏମିତି ପିତ୍ତ ଚଢିଲା ଯେ ସେ ଘରେ ଥିବା ଏକ ଲୁହା ପାଇପରେ ଛାତ୍ରମାନଙ୍କୁ ମାଡ଼ ମାରିଥିଲେ ।

ପିଲାମାନେ ରାଜେନ୍ଦ୍ରଙ୍କର ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇପାରିଲେନି ବୋଲି ତାଙ୍କ ମୁଣ୍ଡକୁ ଏମିତି ପିତ୍ତ ଚଢିଲା ଯେ ସେ ଘରେ ଥିବା ଏକ ଲୁହା ପାଇପରେ ଛାତ୍ରମାନଙ୍କୁ ମାଡ଼ ମାରିଥିଲେ ।

4/ 6
 ଦୁଇ କୋମଳମତି ଶିଶୁଙ୍କ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ରକ୍ତର ନୋଳା ଫାଟିବା ଯାଏ ସେମାନଙ୍କୁ ପିଟିଚାଲିଥିଲେ ରାଜେନ୍ଦ୍ର ।

ଦୁଇ କୋମଳମତି ଶିଶୁଙ୍କ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ରକ୍ତର ନୋଳା ଫାଟିବା ଯାଏ ସେମାନଙ୍କୁ ପିଟିଚାଲିଥିଲେ ରାଜେନ୍ଦ୍ର ।

5/ 6
 ରାଜେନ୍ଦ୍ରଙ୍କ ମାଡ଼ରେ ଆହତ ହୋଇଛନ୍ତି ସ୍ଥାନୀୟ ସେଣ୍ଟ ଜାଭିୟର ସ୍କୁଲର ଛାତ୍ର ମାନବାଦିତ୍ୟ ଦାସ ଓ ଅଭିଷେକ ପରିଡା । ଗୁରୁତର ଆହତ ଏହି ଦୁଇ ଛାତ୍ରଙ୍କୁ ମାର୍ଶାଘାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଚିକିତ୍ସା ପରେ ଘରକୁ ଅଣା ଯାଇଛି ।

6/ 6
 ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହେବା ପରେ ରାଜେନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହେବା ପରେ ରାଜେନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଚ଼ର୍ଚ୍ଚିତ ଖବର

  • MBA ଓ ଏଲ୍‌.ଏଲ୍.ବି. ପାଠ ପଢ଼ି OLXରେ ଠକେଇ କରୁଥିଲେ; ଧରିଲା ଭୁବନେଶ୍ୱର ପୋଲିସ
  • ବାଲେଶ୍ୱର: ସକାଳେ ଆସିଲେ ୩ ବଡ଼ ଅଫିସର୍‌; ଅପରାହ୍ଣରେ CM ଘୋଷଣା କଲେ ₹୧୫୫ କୋଟି ପ୍ୟାକେଜ୍
  • ସଡ଼କ ଦୁର୍ଘଟଣା କମ୍ କରିବାକୁ ସାରା ରାଜ୍ୟରେ ଅଟୋ ଚାଳକଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍
  • ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଫେରାର୍ ହେବାରେ ସାହାଯ୍ୟ କରି ନ ଥିଲେ ତ SCB ହସପିଟାଲ କର୍ତ୍ତୃପକ୍ଷ?

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • MBA ଓ ଏଲ୍‌.ଏଲ୍.ବି. ପାଠ ପଢ଼ି OLXରେ ଠକେଇ କରୁଥିଲେ; ଧରିଲା ଭୁବନେଶ୍ୱର ପୋଲିସ
  • ବାଲେଶ୍ୱର: ସକାଳେ ଆସିଲେ ୩ ବଡ଼ ଅଫିସର୍‌; ଅପରାହ୍ଣରେ CM ଘୋଷଣା କଲେ ବଡ଼ ପ୍ୟାକେଜ୍
  • IPL 2021: KKRର ନୀତିଶ ରାଣାଙ୍କ ସ୍ତ୍ରୀ ଇଣ୍ଟେରିୟର ଡିଜାଇନର୍; କୋହଲିଙ୍କ ଫ୍ୟାନ୍‌
  • ସଡ଼କ ଦୁର୍ଘଟଣା କମ୍ କରିବାକୁ ସାରା ରାଜ୍ୟରେ ଅଟୋ ଚାଳକଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍
  • ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଫେରାର୍ ହେବାରେ ସାହାଯ୍ୟ କରି ନ ଥିଲେ ତ SCB କର୍ତ୍ତୃପକ୍ଷ?
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES